ଜାତୀୟସ୍ତର କ୍ରୀଡ଼ାରେ ପ୍ରଜ୍ଞା ପ୍ରଶାନ୍ତିଙ୍କ ସଫଳତା

Advertisment
ଜାତୀୟସ୍ତର କ୍ରୀଡ଼ାରେ ପ୍ରଜ୍ଞା ପ୍ରଶାନ୍ତିଙ୍କ ସଫଳତା

ବାଲେଶ୍ବର: ମେଘଡ଼ମ୍ବରୁସ୍ଥିତ ମଡର୍ଣ୍ଣ ପବ୍ଲିକ୍‌ ସ୍କୁଲ୍‌ରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀ ପାର୍ଥସାରଥୀ ସାହୁଙ୍କ ଝିଅ ତଥା ପୂର୍ବତନ ଛାତ୍ରୀ ପ୍ରଜ୍ଞା ପ୍ରଶାନ୍ତି ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତାର ବାଧାଦୌଡ଼ରେ ଅଂଶଗ୍ରହଣ କରିଥିଲେ। ସେ ସେଥିରେ ପ୍ରଥମ ସ୍ଥାନ ହାସଲ କରି ସ୍ବର୍ଣ୍ଣପଦକ ପାଇଛନ୍ତି ଏବଂ ରାଜ୍ୟର ଟେକ ରଖିଛନ୍ତି। ତାଙ୍କର କୃତିତ୍ବ ପାଇଁ ମଡର୍ଣ୍ଣ ପବ୍ଲିକ୍‌ ସ୍କୁଲ୍‌ର ଅଧ୍ୟକ୍ଷା, ପରିଚାଳନା ସମିତି ସଦସ୍ୟ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe