ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଆଶିଷ ଲାଭ କଲେ ଯାଜପୁରର ବିଧାୟକ ତଥା ସମ୍ବଲପୁରର ବିଜେଡି ଲୋକସଭା ପାଇଁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ହୋଇଥିବା ପ୍ରଣବ ପ୍ରକାଶ ଦାସ। ଆଜି ତାଙ୍କୁ ଭବ୍ୟ ସ୍ବାଗତ ସହ ବାଣ ବାଜା ବଜାଇ ମାଆଙ୍କ ମନ୍ଦିର ପାଖକୁ ପାଛୋଟି ନେଇଥିଲେ ଲୋକ। ପରେ ମାଆଙ୍କ ପାଖରେ ପୂଜାର୍ଚ୍ଚନା ସାରି ସେ ସମ୍ବଲପୁର ମୈଦାନକୁ ଓହଇଛନ୍ତି।
ବିରଜାଙ୍କ ଦର୍ଶନ କଲେ ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ
Advertisment
Follow Us