କଟକ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସେ ତାହା କେହି କହିପାରିବେ ନାହିଁ। ଠିକ ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା କିଶନନଗର ଥାନା ଘାଟରେ। ଜଣେ ମୃତ ବ୍ୟକ୍ତିଙ୍କ ଦଶାହ କର୍ମ ସାରି ଗାଧୋଇବା ବେଳେ ବୁଡ଼ିଯାଇ ନନାଙ୍କର ହେଲା ମୃତ୍ୟୁ । ଅଗ୍ନିଶମ ବିଭାଗ ପକ୍ଷରୁ ପୁରୋହିତ ରମେଶ ପଣ୍ଡାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ଦଶାହ କର୍ମ ସାରି ନଦୀ ଗାଧୁଆ ହେଲା କାଳ; ଚାଲିଗଲା ପୁରୋହିତଙ୍କ ଜୀବନ
Advertisment
Follow Us