ଶ୍ରୀମନ୍ଦିର ଦଇତାପତି ନିଯୋଗ କର୍ମକର୍ତ୍ତା ନିର୍ବାଚନ: ନୂଆ ସଭାପତି ହେଲେ ରବୀନ୍ଦ୍ର ଦାସ ମହାପାତ୍ର

Advertisment
ପୁରୀରେ କରୋନାଭାଇରସ୍‌ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସଦ୍ୟ ନିର୍ଦେଶାବଳୀ ଜାରି

ପୁରୀ: ଜାନୁଆରି ୨୮ ତାରିଖରେ ପୁରୀରେ ଦଇତାପତି ନିଯୋଗ ପାଇଁ ମତଦାନ ହୋଇଥିଲା। ଗୁରୁବାର ଦଇତାପତି ନିଯୋଗ ପାଇଁ କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଛି। ରବୀନ୍ଦ୍ର ଦାସ ମହାପାତ୍ର ନିଯୋଗର ନୂଆ ସଭାପତି ହୋଇଛନ୍ତି। ସେହିପରି ସୂର୍ଯ୍ୟ ନାରାୟଣ ସ୍ୱାଇଁ ମହାପାତ୍ର ଉପସଭାପତି, ନିଯୋଗର ସମ୍ପାଦକ ଦୁର୍ଗା ମହାପାତ୍ର, ସହ-ସମ୍ପାଦକ ଅମିତ ଦାସ ମହାପାତ୍ର ଓ ଚନ୍ଦ୍ର ଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ହୋଇଛନ୍ତି। ଏହି ନିର୍ବାଚନ ପାଇଁ ମୋଟ ୩୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ପରେ ୮ଜଣ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe