ଗୁହାଳ ଘରେ ନିଆଁ ଲାଗି ୨ ଗାଈଙ୍କ ମୃତ୍ୟୁ

ଗୁହାଳ ଘରେ ନିଆଁ ଲାଗି ୨ ଗାଈଙ୍କ ମୃତ୍ୟୁ

କୃଷ୍ଣପ୍ରସାଦ: ଆଜି ଭୋର ସମୟରେ କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ଗାଁରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଭୋର ସମୟରେ ଗାଁର ଜିତେନ୍ଦ୍ର ଦଳବେହେରାଙ୍କ ଗୁହାଳଘର ହଠାତ୍ ଜଳିଉଠିଥିଲା। ତାରି ଭିତରେ ଥିବା ୨୬ଟି ଗାଈ ମଧ୍ୟରୁ ୨ଟି ଗାଈ ସମ୍ପୂର୍ଣ୍ଣ ଭାବରେ ନିଆଁରେ ଜଳି ମୃତ୍ୟୁବରଣ କରିବା ସହ ୨୦ଟି ଗାଈ ଗୁରୁତର ଆହତ ହୋଇଥିଲେ। ଖବର ପାଇଁ ମାଲୁଦ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା ବିଦ୍ୟୁତ୍ ସର୍ଟସର୍କିଟି ଦ୍ଵାରା ନିଆଁ ଲାଗିଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe