ପୁରୀ ସଂସ୍କୃତି ଭବନରେ ଆଞ୍ଚଳିକ ଆର୍ଟ ଗ୍ୟାଲେରି ଲୋକାର୍ପିତ

ପୁରୀ ସଂସ୍କୃତି ଭବନରେ ଆଞ୍ଚଳିକ ଆର୍ଟ ଗ୍ୟାଲେରି ଲୋକାର୍ପିତ

ପୁରୀ: ପୁରୀ ସଂସ୍କୃତି ଭବନଠାରେ ଆଞ୍ଚଳିକ ଆର୍ଟ ଗ୍ୟାଲେରି ଲୋକାର୍ପିତ ହୋଇଛି। ଏହି  ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ  ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାଶ,  ସୁଭାଷ ଚନ୍ଦ୍ର ନାଥଶର୍ମା, ଲଳିତ କଳା ଏକାଡେମୀ କାର୍ଯ୍ୟକାରୀ ସମିତି ସଭ୍ୟ  ମହେନ୍ଦ୍ର ପ୍ରସାଦ ମହାପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ଏହାଛଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଉପ ଜିଲ୍ଲାପାଳ  ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ  ସରୋଜ କୁମାର ସ୍ବାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଭିନ୍ନ ଅଧିକାରୀ ଓ ଶିଳ୍ପୀମାନେ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe