ସାହିଯାତ ଚାଲୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ପୀଡ଼ିତ ଗୁରୁତର

ସାହିଯାତ ଚାଲୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ପୀଡ଼ିତ ଗୁରୁତର

ପୁରୀ: ଗତ ରାତିରେ ପୁରୀର କୁଣ୍ଢେଇବେଣ୍ଟ ସାହିରେ ସାହିଯାତ ଚାଲୁଥିବାବେଳେ ମାର୍କେଟ ଛକ ନିକଟରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆହତଙ୍କ ନାମ ଟିକନ ଶତପଥୀ। ସେ ଗତ ରାତିରେ ଘରେ ଶୋଇଥିବାବେଳେ କିଛି ଲୋକ ତାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଘରୁ ଦୌଡ଼ି ଆସି ସେ ମାର୍କେଟ ନିକଟରେ ପଡିଯାଇଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe