ପୁରୀ: ବୁଧବାର ଅପରାହ୍ନରେ ରଥକାଠ ଅନୁକୂଳ ପ୍ରକ୍ରିୟା ଆରମ୍ଭ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଅକ୍ଷୟ ତୃତୀୟା ଦିନ ରଥ କାଠ ଅନୁକୂଳ ହୋଇଥାଏ। ଆଜି ପୁରୋହିତମାନେ ଉପସ୍ଥିତ ରହି ହୋମଯଜ୍ଞ କରି ରଥକାଠ ଅନୁକୂଳ କରୁଛନ୍ତି। ଅନ୍ୟପକ୍ଷରେ ଆଜିଠାରୁ ଆର୍ଥାତ ଅକ୍ଷୟତୃତୀୟାଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି।
ଆରମ୍ଭ ହେଲା ରଥକାଠ ଅନୁକୂଳ ପ୍ରକ୍ରିୟା
Advertisment
Follow Us