Advertisment

Firing: ସୁନା ଦୋକାନର କର୍ମଚାରୀଙ୍କୁ ଗୁଳିମାଡ଼

Advertisment

ସୁନା ଦୋକାନରେ ବ୍ୟବସାୟ କରୁଥିବା କର୍ମଚାରୀ ମଲେଶ୍ୱରୀ ଗ୍ରାମର ପିଣ୍ଟୁ ଦାଶ ସୁନା ମାଲିକ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ନେଇ ଘରକୁ ସ୍କୁଟିରେ ଯାଉଥିବା ବେଳେ ସହିଦ ସୁଦାମଙ୍କ ଫଳକ ନିକଟରେ ମୁଖାପିନ୍ଧା ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିଲେ | ଘଟଣାସ୍ଥଳରେ ମାଲିକ ଓ କର୍ମଚାରୀ ହୋହାଲ୍ଲା କରିବାରୁ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ |

firing

Firing in Komna Photograph: (Photo Courtey: tv 9 bharatvarsh)

କୃଷ୍ଣପ୍ରସାଦ: ପୁରୀ ଜିଲ୍ଲା ମାଲୁଦ ଫାଣ୍ଡି ନିକଟସ୍ଥ ରାଜା ବଜାରରେ ପାତ୍ର ଜୁଏଲାରୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗୁଳିମାଡ଼ ନେଇ ବଜାରରେ ବ୍ୟବସାୟୀମାନେ ଭୟଭୀତ ହୋଇପଡିଛନ୍ତି | ରାତି ୯ ଘଣ୍ଟା ସମୟରେ ସୁନା ଦୋକାନରେ ବ୍ୟବସାୟ କରୁଥିବା କର୍ମଚାରୀ ମଲେଶ୍ୱରୀ ଗ୍ରାମର ପିଣ୍ଟୁ ଦାଶ ସୁନା ମାଲିକ ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ନେଇ ଘରକୁ ସ୍କୁଟିରେ ଯାଉଥିବା ବେଳେ ସହିଦ ସୁଦାମଙ୍କ ଫଳକ ନିକଟରେ ମୁଖାପିନ୍ଧା ଦୁର୍ବୁତ୍ତମାନେ ଗୁଳିମାଡ଼ କରିଥିଲେ |

ଘଟଣାସ୍ଥଳରେ ମାଲିକ ଓ କର୍ମଚାରୀ ହୋହାଲ୍ଲା କରିବାରୁ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ପିଣ୍ଟୁଙ୍କୁ ଗୁରୁତର ଅବସ୍ଥାରେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଚିକିତ୍ସା ଚାଲିଛି | କୃଷ୍ଣପ୍ରସାଦ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ପ୍ରଥମ ଥର ଏହିଭଳି ଅଭାବନୀୟ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe