ପୁରୀ: ଶ୍ରୀମନ୍ଦିର ପରିସରରେ ଥିବା ମା’ ଲକ୍ଷ୍ମୀ ବୁଧବାର ସୁବର୍ଣ୍ଣ କିରୀଟ ପିନ୍ଧିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ମା’ ଲକ୍ଷ୍ମୀଙ୍କୁ ସୁନା କିରୀଟ ପିନ୍ଧାଯାଇଥିଲା। ବହୁ ଦିନ ହେଲା ମା’ଙ୍କ ମଥାରେ ନୂଆ କିରୀଟ ଲଗାଇବାକୁ ନେଇ ଦାବି ହୋଇ ଆସୁଥିଲା। ବିଳମ୍ବରେ ହେଉ ପଛେ ମା’ଙ୍କ ମଥାରେ ୭୫୫ ଗ୍ରାମ ଓଜନର ସୁନାର କିରୀଟ ଲାଗିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।
ପୁରୀ: ଅକ୍ଷୟ ତୃତୀୟାରେ ସୁବର୍ଣ୍ଣ କିରୀଟ ପିନ୍ଧିଲେ ମା’ ଲକ୍ଷ୍ମୀ
Advertisment
Follow Us