ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପୁରୀ: ପାଣି ଘେରରେ ତିନି ରଥ, ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ

ପୁରୀ: ପ୍ରବଳ ବର୍ଷରେ ପୁରୀ ସହରର ଅବସ୍ଥା ଅତ୍ୟନ୍ତ ସଙ୍ଗୀନ। ଆସନ୍ତାକାଲି ମହାବାହୁଙ୍କର ବାହୁଡ଼ା ଯାତ୍ରା। ମାତ୍ର ପ୍ରବଳ ବର୍ଷାରେ ବଡ଼ଦାଣ୍ଡରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଲହଡ଼ି ମାରୁଛି। ବଡ଼ଦାଣ୍ଡର ନାକଚଣା ଦ୍ୱାର ନିକଟରେ ପାଣି ବୁଡ଼ି ରହିଛି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ।…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଆଜି : ବାହୁଡ଼ା ପ୍ରସ୍ତୁତି ପାଇଁ ରାତି ୭ରୁ ଦର୍ଶନ ବନ୍ଦ

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମୁଖ୍ୟଦ୍ଵାର ବାଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ନାକଚଣା ଦ୍ଵାର ଦେଇ ବାହାରିବେ। ରାତି ୭ଟା ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଜଗମୋହନରେ ଲାଗିଲା ଲୋଡ୍‌ସେଲ୍‌

ପୁରୀ : ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ପରେ ଜଗମୋହନରେ ଲୋଡ୍‌ସେଲ୍‌ ଲାଗିଛି। ଗତ ତିନ ଦିନ ତଳୁ ଆରମ୍ଭ ହୋଇଥିବା ଲୋଡ୍‌ସେଲ୍‌ କାମ ଆଜି ସରିଛି। ଜଗମୋହନରେ ଲାଗିଥିବା ପୋର୍ଟାଲ୍‌ ଫ୍ରେମ୍‌ କେତେ ଭାର ସମ୍ଭାଳି ପାରିବ ତାର ଅନୁଧ୍ୟାନ ପାଇଁ ଏହି ଲୋଡ୍‌ ସେଲ୍‌ ଲଗାଯାଇଛି। ଏଥିସହିତ…
ଅଧିକ ଖବର ଦେଖନ୍ତୁ...

ବନ୍ଧା ପଡ଼ିଛି ନାବାଳକଙ୍କ ଜୀବନ : ୨୫ ଶିଶୁ ଶ୍ରମିକଙ୍କୁ ଅସହ୍ୟ ନିର୍ଯାତନା

ପୁରୀ : ଗୁଜରାଟରେ ବନ୍ଧାପଡ଼ିଥିବା ପୁରୀ ସଦର ବ୍ଲକ୍‌ ଅନ୍ତର୍ଗତ ହନ୍ତୁକ ପଞ୍ଚାୟତ କୁରୁଣ୍ଟି ଓ ଆଖପାଖ ଗାଁର ୨୫ଜଣ ଶିଶୁଶ୍ରମିକ ବନ୍ଧା ପଡ଼ିଛନ୍ତି। ସେମାନେ ସେଠାରେ ନିର୍ଯାତନାର ଶିକାର ହେଉଥିବାବେଳେ ଘରକୁ ଫୋନ୍‌ କରି ମୁକୁଳାଇବା ପାଇଁ ଅନୁରୋଧ କରିଛନ୍ତି। ମିଳିଥିବା ଖବର ମୁତାବକ,…
ଅଧିକ ଖବର ଦେଖନ୍ତୁ...

ଅନ୍ଧାରରେ ଟଣାହେଲା ନନ୍ଦିଘୋଷ

ପୁରୀ : ବାହୁଡ଼ା ଯାତ୍ରା ପାଇଁ ଆଜି ତିନି ରଥ ଦକ୍ଷିଣ ମୋଡ଼ ନେଇଥିବାବେଳେ ରଥଟଣା ସମୟରେ ବିଶୃଙ୍ଖଳା ଦେଖାଦେଇଛି। ଦର୍ପଦଳନ ଓ ତାଳଧ୍ୱଜ ରଥ ଟଣା ହୋଇ ନାକଚଣା ଦ୍ଵାର ସମ୍ମୁଖ ଶରଧାବାଲିକୁ ଯିବା ପରେ ଅନ୍ଧାର ହୋଇ ଯାଇଥିବାବେଳେ ବିନା ଷ୍ଟ୍ରିଟ୍‌ ଲାଇଟ୍‌ରେ ଆଜି ନନ୍ଦିଘୋଷ ରଥ ଟଣା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ନାକଚଣା ଦ୍ଵାରରେ ତିନି ରଥ

ପୁରୀ : ଆଜିଠାରୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରାରମ୍ଭିକ କାର୍ଯ୍ୟ ଭାବେ ଆଜି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦକ୍ଷିଣ ମୋଡ଼ ନେଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ଆଗରେ ରହିଥିବା ତିନି ରଥକୁ ଆଜି ନାକଚଣା ଦ୍ଵାର ସମ୍ମୁଖରେ ଦକ୍ଷିଣ ମୋଡ଼ ଦେଇ…
ଅଧିକ ଖବର ଦେଖନ୍ତୁ...

ପୁରୀ: ବଜ୍ରପାତରେ ଜଳିଗଳା ୨ ବଖରା ଘର

ଡେଲାଙ୍ଗ: ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅରିସଲ ଗ୍ରାମପଞ୍ଚାୟତ ଖଣ୍ଡିମଙ୍ଗଳପୁର ଗାଁରେ ଗୁରୁବାର ସନ୍ଧ୍ୟାରେ ବଜ୍ରପାତ ଦେଖାଯାଇଛି। ଘର ପାଖ ନଡିଆ ଗଛକୁ ବିଜୁଳି ଘଡଘଡି ମାରିବାରୁ ପରେ ଦୁଇ ବଖରା ଘର ପୋଡି ଧ୍ୱଂସ ଯାଇଛି। ସୂଚନା ଅନୁସାରେ ବଜ୍ରପାତ ଯୋଗୁଁ ରଘୁନାଥ ପ୍ରଧାନଙ୍କ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି

ପୁରୀ : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରତି ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣ ବଢ଼ୁଛି। କେବଳ ଭାରତ ନୁହେଁ, ଭାରତ ବାହାରେ ପ୍ରାୟ ୪୦ରୁ ଅଧିକ ଦେଶରେ ବର୍ତ୍ତମାନ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜିତ ହେଉଛି। ଫଳରେ ରଥଯାତ୍ରାର ଆକର୍ଷଣ ବଢିବାରେ ଲାଗିଛି। ପ୍ରତିବର୍ଷ ରଥଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ : ରାଗିଲେ ମା ଲକ୍ଷ୍ମୀ, ନନ୍ଦିଘୋଷ ରଥ ଭାଙ୍ଗିଲେ, ଆଜି ତିନି ରଥର ଦକ୍ଷିଣମୋଡ଼

ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ହେରାପଞ୍ଚମୀ ନୀତି ସଂପନ୍ନ ହୋଇଛି। ପରମ୍ପରା ମୁତାବକ ମା ଲକ୍ଷ୍ମୀ କ୍ରୋଧାନ୍ଵିତ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିଛନ୍ତି। ଅନ୍ୟପଟେ ଆସନ୍ତାକାଲି ତିନି ରଥ ବାହୁଡ଼ା ଯାତ୍ରା ପାଇଁ ଦକ୍ଷିଣମୋଡ଼ ନେବେ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ରଙ୍କ ବିରୋଧରେ ସେବାୟତଙ୍କ ବିକ୍ଷୋଭ

ପୁରୀ : ପବିତ୍ର ରଥଯାତ୍ରା ସମୟରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଛେରାପହଁରାକୁ ତାତ୍ସଲ୍ୟ କରି ବିବାଦୀୟ ହୋଇ ପଡ଼ିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆଜି ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେବାୟତ ଓ ଶ୍ରୀଜଗନ୍ନାଥ ପ୍ରେମୀ…
ଅଧିକ ଖବର ଦେଖନ୍ତୁ...