ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ ପୁଲିସ ମାଡ଼ରେ ଗୁରୁବାର ଆହତ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରିବାକୁ ଯାଉଥିବା ବେଳେ ପୁଲିସ ଅଟକାଇ ଥିଲା। ଏହା ପରେ ପୁଲିସ ଏବଂ ସେବାୟତଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ପରେ ପୁଲିସ କର୍ମଚାରୀ ସେବାୟତଙ୍କୁ ମାଡ଼ ମାରିଛି ବୋଲି ଅଭିଯୋଗ ହୋଇଛି।
ପୁରୀ: ପୁଲିସ୍ ମାଡ଼ରେ ସେବାୟତ ଆହତ ଅଭିଯୋଗ
Advertisment
Follow Us