ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ

Advertisment

ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ୍‌ ଶୀଘ୍ର ଧାଡ଼ି ଦର୍ଶନ ଆରମ୍ଭ ହେବାକୁ ଯାଉଛି। ପରିଚାଳନା କମିଟି ଗଠନ ସରିବା ପରେ ପ୍ରଥମ ବୈଟକରେ ହୁଣ୍ଡି ସ୍ଥାନାନ୍ତରଣ ପରେ ଧାଡି ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ରହିଛି। 

ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ୍‌ ଶୀଘ୍ର ଧାଡ଼ି ଦର୍ଶନ ଆରମ୍ଭ ହେବାକୁ ଯାଉଛି। ପରିଚାଳନା କମିଟି ଗଠନ ସରିବା ପରେ ପ୍ରଥମ ବୈଟକରେ ହୁଣ୍ଡି ସ୍ଥାନାନ୍ତରଣ ପରେ ଧାଡି ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ରହିଛି। 

New Project (51)

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ଖୁବ୍‌ ଶୀଘ୍ର ଧାଡ଼ି ଦର୍ଶନ ଆରମ୍ଭ ହେବାକୁ ଯାଉଛି। ପରିଚାଳନା କମିଟି ଗଠନ ସରିବା ପରେ ପ୍ରଥମ ବୈଟକରେ ହୁଣ୍ଡି ସ୍ଥାନାନ୍ତରଣ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ମନ୍ଦିର ପ୍ରଶାସନ ଏନେଇ ପ୍ରସ୍ତୁତ ଅଛି। ଖୁବ ଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଭିତରେ କମିଟି ଗଠନ ଶେଷ ହେବ। ଏହା ପରେ ବୈଠକ ବସିବ।  ସେପ୍ଟେମ୍ବର ୧୫ ତାରିଖରୁ ହେବ ଧାଡ଼ି ଦର୍ଶନ । ଭକ୍ତମାନେ ଏଣିକି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଧାଡ଼ି ଦର୍ଶନ ଲାଗୁ ହେଲେ ଭିଡ଼ ବି ନିୟନ୍ତ୍ରଣ ହୋଇପାରିବ। ଲୋକଙ୍କ ପାଇଁ ଏହା ନିଶ୍ଚୟ ସୁବିଧା ହେବ ବୋଲି  ମନ୍ତ୍ରୀ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe