କାଣ୍ଡଗୋଦା କଲେଜ ପାଖରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

କାଣ୍ଡଗୋଦା କଲେଜ ପାଖରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଜାଡିପୁର ଗାଁର ନିରଞ୍ଜନ ବରାଳଙ୍କ ପତ୍ନୀ ଲିପାଞ୍ଜଳିଙ୍କ ମୃତଦେହ ଉଦ୍ଧାର ହୋଇଛି। ବ୍ରହ୍ମଗିରି ଥାନା ଅର୍ନ୍ତଗତ କାଣ୍ଡଗୋଦା ଗାଁ କଲେଜ ନିକଟରୁ ତାଙ୍କର ମୃତଦେହ ପୁଲିସ ଉଦ୍ଧାର କରିଛି। ଲିପାଞ୍ଜଳି ଗତ ୭ ତାରିଖରୁ ନିଖୋଜ ଥିଲେ। ବ୍ରହ୍ମଗିରି ପୁଲିସ ଘଟଣାର ଛାନଭିନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe