ଭେଜାଲ କଫ ସିରପ୍‌ ବିକ୍ରି ଅଭିଯୋଗରେ ଜଣେ ଗିରଫ

Advertisment
ଭେଜାଲ କଫ ସିରପ୍‌ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୋନପୁର: ଭେଜାଲ କଫ ସିରପ୍‌ ବିକ୍ରି ଅଭିଯୋଗରେ ସୋନପୁର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୋନପୁର ବଡ଼ବଜାରj କୁନା ସାହଙ୍କଠାରୁ ୨୦ଟି ଖାଲି କଫ୍‌ ସିରପ୍‌ ଏବଂ ୩୦ଟି ଖାଲି ନିଶା ଟେଏବଲେଟ ଷ୍ଟ୍ରିଫ ତଥା ଭେଜାଲ ନିଶାଦ୍ରବ୍ୟ ସାମଗ୍ରୀ ଜବତ କରିବା ସହିତ କୁନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ପ୍ରହଲ୍ଲାଦ ବାରିକ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe