ସୁନା ଦୋକାନରେ ଚଢ଼ାଉ

Advertisment
ସୁନା ଦୋକାନରେ ଚଢ଼ାଉ

କୋରାପୁଟ: କୋରାପୁଟ ସହରର ଦୁଇଟି ସୁନା ଦୋକାନରେ ବାଣିଜ୍ୟକର ଓ ଜିଏସଟି ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ରାୟଗଡ଼ା ଓ ଜୟପୁର ମିଳିତ ଟିମ୍ ଏକା ସଙ୍ଗେ ଦୁଇଟି ଗହଣା ଦୋକାନରେ ଚଢ଼ାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ଼ ହାସଲ କରିଥିବା ଜଣାପଡିଛି। ଦୋକାନରେ ମହଜୁଦ ଥିବା ସୁନାଗହଣା ଓ କାଗଜପତ୍ର ଯାଞ୍ଚ କରାଯାଇଥିବାବେଳେ ଚଢ଼ାଉ ସମ୍ପର୍କରେ ଖବର ପାଇ ସହରର ଅନ୍ୟ ସମସ୍ତ ସୁନାଗହଣା ଦୋକାନ ବନ୍ଦ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe