ଫାର୍ମ ହାଉସରେ ହେମଗିରି ପୁଲିସର ଚଢ଼ଉ: ଚାଲିଥିଲା ଜୁଆ ଆଡ୍ଡା, ମାଲିକ ସମେତ ୧୮ ଗିରଫ

ଫାର୍ମ ହାଉସରେ ହେମଗିରି ପୁଲିସର ଚଢ଼ଉ: ଚାଲିଥିଲା ଜୁଆ ଆଡ୍ଡା, ମାଲିକ ସମେତ ୧୮ ଗିରଫ

ସୁନ୍ଦରଗଡ଼: କନିକାସ୍ଥିତ ଏକ ଫାର୍ମ ହାଉସରେ ରବିବାର ହେମଗିରି ପୁଲିସ ଏକ ବଡ଼ ଧରଣର ଚଢ଼ାଉ କରିଛି। ବହୁଦିନ ଧରି ଏଠାରେ ଜୁଆ ଖେଳ ଚାଲିଥିଲା। ଆଡ୍ଡାରୁ ମାଲିକ ଉତ୍ତମ ଦେ (ଗୋପୁ) ସମେତ ୧୮ ଜଣକୁ ପୁଲିସ ଗିରଫ କରିଥିବା ବେଳେ ଗୋଟିଏ କାର୍, ୧୦ଟି ବାଇକ୍, ୧୭ଟି ମୋବାଇଲ ଓ ନଗଦ ୧.୭୬ ଲକ୍ଷ ଟଙ୍କା ଜବତ ହୋଇଛି।

publive-image

ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ବ୍ରଜରାଜନଗରର ଭୋଳା ଗିରି, ଇନ୍ଦ୍ରାନଗରର ଗୋପୀନାଥ ରୋହିଦାସ, ବେଲପାହାଡ ସିଙ୍ଗିମାଲର କୃଷ୍ଣ ଲୁହାର, ଓରିଏଣ୍ଟ ଦୁର୍ଗାନଗରର ରୋହିତ ବିଶ୍ବାସ, ସନ୍ତୋଷ ଦାସ, ମାଣ୍ଡାଲିଆର ସନ୍ଦୀପ କୁମାର ଅମାତ, ଚଣ୍ଡିଶେଖର ଲେଙ୍କା, କୈଳାସ ଗଉଡ଼, କୁନ୍ଦନ ସୋନି, ଏକତାଲିର ବିଶ୍ବଜିତ ମେହେର, ହେମଗିରର ଦୀନବନ୍ଧୁ ମୈତ୍ରୀ, ଗଙ୍ଗାରାମ ସା, ଆନନ୍ଦ କୁଅଁର, ବେଲପାହାଡ଼ ଗୁମାଡେରାର ଅନିଲ ଗୁପ୍ତା, ଲେଫ୍ରିପଡ଼ା ସରଫଗଡ଼ର ଦୀପକ ଶଙ୍କରିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe