ପଥର ଖାଦାନରେ ପ୍ରଶାସନର ଚଢ଼ାଉ: ୨ ଅଟକ, ମେସିନ୍‌ ଓ ଟିପର ଜବତ

Advertisment
ପଥର ଖାଦାନରେ ପ୍ରଶାସନର ଚଢ଼ାଉ: ୨ ଅଟକ, ମେସିନ୍‌ ଓ ଟିପର ଜବତ

ଯାଜପୁର: ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ କଳାପଥର ଖାଦାନରେ ପ୍ରଶାସନର ଚଢଉ ହୋଇଛି। ପଥର ଖନନ କରୁଥିବା ମେସିନ୍‌ ଏବଂ କଳାପଥର ପରିବହନ କରୁଥିବା ଏକ ଟିପର ଜବତ ହୋଇଛି। ଖନନ ଏବଂ ପରିବହନ ନିମନ୍ତେ ଆବଶ୍ୟକ କାଗଜ ଓ ଆର୍‌ ଫର୍ମ ଦେଖାଇ ନ ପାରିବାରୁ ୨ ଚାଳକ ଅଟକ ଥିବା ଧର୍ମଶାଳା ତହସିଲଦାର ପ୍ରଶାନ୍ତ କୁମାର ସାମନ୍ତରାୟ ସୂଚନା ଦେଇଛନ୍ତି । ସେହିପରି ବ୍ରାହ୍ମଣୀ ନଦୀରୁ ବାଲି ଚୋରାଚାଲାଣ କରୁଥିବା ଏକ ଟ୍ରାକ୍ଟରକୁ ଧର୍ମଶାଳା ବଜାର ନିକଟରେ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe