ଟାଟା ମ୍ୟାଜିକ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

Advertisment
ଟାଟା ମ୍ୟାଜିକ ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ଗୁଣପୁର: ସ୍ଥାନୀୟ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ଟାଟା ମ୍ୟାଜିକ ଧକ୍କାରେ ବାଇକ ଚାଳତ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟବସାୟୀ ଜଗଦୀଶ ସାହୁ(୩୬) କୌଣସି କାର୍ଯ୍ୟରେ ବ୍ୟାଙ୍କ ଯାଉଥିବା ବେଳେ ହଠାତ୍ ଏକ ସିମେଣ୍ଟ ବୋଝେଇ ଟାଟା ମ୍ୟାଜିକ ଧକ୍କା ଦେଇଥିଲା। ଫଳରେ ବାଇକ୍ ଚାଳକ ଗୁରୁତର ଆହତ ହୋଇ ଶ୍ରୀକାକୁଲମ୍ ମେଡିକାଲରେ ଭର୍ତି ହୋଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe