ଗୁଣି ସନ୍ଦେହରେ ହତ୍ୟା, ୩ ଗିରଫ

Advertisment
ଗୁଣି ସନ୍ଦେହରେ ହତ୍ୟା, ୩ ଗିରଫ

ରାୟଗଡ଼ା : ରାୟଗଡା ବ୍ଲକ ଶେଷଖାଲ ଥାନା ଅନ୍ତର୍ଗତ ରାଚାପାଂଗା ଗ୍ରାମର ଦାସନା ମାଣ୍ଡାଙ୍ଗି (୬୫)ଙ୍କୁ ହତ୍ୟା ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଛି। ଗତ ୧୧ତାରିଖ ରାତିରେ ଗୁଣିଗାରେଡି ସନ୍ଦେହରେ ଦାସନାଙ୍କୁ ହତ୍ୟା କରାଯାଇଥିବା ବେଳେ ୪ଜଣ ସଂପୃକ୍ତ ଥିବା ପୁଲିସ କହିଛି। ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଆଇଆଇସି ପୀତବାସ ଧାରୁଆ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe