ରାୟଗଡା : ଗୁମ୍ମା ଘାଟିରେ ବସ ଓଲଟି ୪ ପ୍ରବାସୀ ଶ୍ରମିକ ଗୁରୁତର

Advertisment
ରାୟଗଡା : ଗୁମ୍ମା ଘାଟିରେ ବସ ଓଲଟି ୪ ପ୍ରବାସୀ ଶ୍ରମିକ ଗୁରୁତର

ସାଂକେତିକ ଚିତ୍ର

ଭୁବନେଶ୍ବର :  ରାୟଗଡ଼ା ଜିଲ୍ଲା  ୩୨୬ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଗୁମ୍ମା ଘାଟିରେ ବସ ଓଲଟି ୪ ପ୍ରବାସୀ ଶ୍ରମିକ ଗୁରୁତର ହୋଇଥିବା ଜଣାପଡିଛି । ଏହି ବସରେ ପ୍ରବାସୀ ଶ୍ରମିକମାନେ ବୌଦ୍ଧ ଓ ବଲାଙ୍ଗୀରରୁ ତାମିଲନାଡୁ ଯାଉଥିଲେ । ଏହି ପ୍ରବାସୀ ଶ୍ରମିକମାନ ଗତ ଲକଡାଉନ ସମୟରେ ଓଡ଼ିଶାକୁ ପଳାଇଆସିଥିଲେ । ଲକଡାଉନ ଶେଷ ହେବା ପରେ ସେମାନେ ନିଜ କର୍ମସ୍ଥଳୀକୁ ଫେରୁଥିବା ଜମାଯାଇଛି ।

ଗତ ମେ ମାସରେ ଏହି ଘାଟିରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଫେରୁଥିବା ଏକ ଗାଡ଼ି ଓଲଟି ପଡ଼ିବାରୁ ୯ ଜଣ ଶ୍ରମିକ ଆହତ ହୋଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe