ମୟୂରଭଂଜ: ବିଷୋୟୀ ଛକରେ କାର୍‌ରୁ ୩୪ ଲକ୍ଷ ଟଙ୍କା ଜବତ

Advertisment
ମୟୂରଭଂଜ: ବିଷୋୟୀ ଛକରେ କାର୍‌ରୁ ୩୪ ଲକ୍ଷ ଟଙ୍କା ଜବତ

ବାରିପଦା: ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାରରୁ ୩୪ ଲକ୍ଷ ୨୪ ହଜାର ଟଙ୍କା ଶନିବାର ଜବତ ହୋଇଛି। ମୟୂରଭଂଜ ଜିଲ୍ଲାର ବିଷୋୟୀ ଛକରେ ପୁଲିସ ଯାଞ୍ଚ ବେଳେ ଏହି ଟଙ୍କା ଜବତ କରିଛି। ଏହି କାର କେନ୍ଦୁଝରରୁ କୋଲକାତା ଅଭିମୁଖେ ଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe