ଦିନ ଦିପହରରେ ବ୍ୟବସାୟୀଙ୍କ ଠାରୁ ସାଢ଼େ ୬ ଲକ୍ଷ ଟଙ୍କା ଅଭିଯୋଗ

Advertisment
ଯାଜପୁର: ୫ ଲକ୍ଷ ଲୁଟ୍ ଉଦ୍ୟମ, ୨ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ

.jagran.com

ନବରଙ୍ଗପୁର: ଜିଲ୍ଲାରେ ଗତ କିଛି ଦିନ ଧରି ଲୁଟେରାଙ୍କ ଆତଙ୍କ ରାଜ ବିଚାଲିଛି। ଆଜି ନବଙ୍ଗପୁର ସହରରେ ଦିନ ଦିପହରରେ ପଡୋଶୀ ଛତିଶଗଡ଼ର ଜଗଦଲପୁର ଅଂଚଳର ଜଣେ ବ୍ୟବସାୟୀଙ୍କ ଠାରୁ ସାଢ଼େ ୬ଲକ୍ଷ ଟଙ୍କା ଲୁଟ କରିବାରେ ସକ୍ଷମ ହୋଇଛନ୍ତି ଲୁଟେରା। ଏ ନେଇ ଲୁଟର ଶିକାର ହୋଇଥିବା ବ୍ୟବସାୟୀ ନବରଂଗପୁର ଥାନାରେ ଅଭିଯୋଗ ହୋଇଛି।

publive-image

ସୂଚନା ଅନୁସାରେ ଜଗଦଲପୁରର ରମେଶ ପାରେକ (୫୫) ନାମକ ଜଣେ ବ୍ୟବସାୟୀ ପ୍ରାୟ ସାଢ଼େ ୬ ଲକ୍ଷ ଟଙ୍କା ବିଭିନ୍ନ ବ୍ୟବସାୟୀଙ୍କ ଠାରୁ ଆଦାୟ କରି ସଂଜୟ ବଜାର ଠାରୁ ବସଷ୍ଟାଣ୍ଡ ଅଭିମୁଖେ ଏକ ସ୍କୁଟିରେ ଆସୁଥିଲେ। ପ୍ରାୟ ୨.୩୦ ମିନଟ ସମୟରେ ହଠାତ୍‌ ତାଙ୍କ ମୋବାଇଲକୁ ଏକ ଫୋନ କଲ୍‌ ଆସିଥିଲା। ସେ ଫୋନରେ କଥା ହେବା ପାଇଁ ଉଦ୍ୟମ କରିବା ସମୟରେ ତାଙ୍କୁ ପିଛା କରୁଥିବା ଏକ ନଂ ବିହିନ ମୋଟର ସାଇକେଲ ତାଙ୍କ ନିକଟରେ ପହଞ୍ଚିଥିଲା। ସେ କିଛି ବୁଝିବା ଆଗରୁ ହଠାତ ତାଙ୍କ ନିକଟରୁ ତାଙ୍କ ଟଙ୍କା ମୁଣିକୁ୨ ଜଣ ଦୁର୍ବୃତ୍ତ ଝାମ୍ପି ନେଇ ବସଷ୍ଟାଣ୍ଡ ଅଭିମୁଖେ ଚାଲି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe