ରେଢ଼ାଖୋଲ: ରେଢ଼ାଖୋଲ ଥାନା କଳିନ୍ଦର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ପୋଖରୀରେ ବୁଡ଼ି ୨ ନାବାଳକ ଭାଇଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ ଅନୁଗୁଳ ଜିଲ୍ଲାର ଟୁକୁନା ମିର୍ଦ୍ଧାଙ୍କ ଦୁଇ ପୁତ୍ର ପ୍ରିୟାଂଶୁ ଓ ଶ୍ରୀୟାଂଶୁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us