ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଫେରାର

Advertisment
ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଫେରାର

cumaps.net

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନୁପାଲି ଥାନାରୁ ସୋମବାର ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଡିଜେଲ ଚୋରି ମାମଲାରେ ୩ ଜଣ ଅଭିଯୁକ୍ତଙ୍କ ଥାନାରେ ଅଟକ ରଖାଯାଇଥିଲା। ଗତକାଲି ରାତିରେ ପୁଲିସ୍ ଏହି ତିିନି ଚୋରଙ୍କୁ ଥାନାକୁ ଆଣି ଅଟକ ରଖିଥିଲା।

ପୁଲିସ ସେମାନଙ୍କୁ ଠାବ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅନ୍ୟପକ୍ଷରେ ସେମାନେ କିପରି ଫେରାର ହେଲେ ତାହାର ତଦନ୍ତ କରୁଛି। ଏହି ଫେରାର ଘଟଣାକୁ ନେଇ ଥାନାରେ ଅସ୍ଥାୟୀ ଝାଡୁଦାର ଥିବା ଜଣେ ବୃଦ୍ଧାଙ୍କୁ ପୁଲିସ୍ ଜେରା କରୁଛି। ଖୋଦ ଥାନା ଭିତରୁ ଅଭିଯୁକ୍ତ ଫେରାର ହୋଇଥିବା, ପୁଲିସର ଦାୟିତ୍ୱହୀନତାକୁ ସୂଚାଉଛି। ଏନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe