ଧରା ପଡ଼ିଲା ଅନ୍ତଃଜିଲ୍ଲା ଡକାୟତ ଦଳ : ନୟାଗଡ଼ର ୫ ଜଣଙ୍କ ସମେତ ୭ ଗିରଫ

Advertisment
ଧରା ପଡ଼ିଲା ଅନ୍ତଃଜିଲ୍ଲା ଡକାୟତ ଦଳ : ନୟାଗଡ଼ର ୫ ଜଣଙ୍କ ସମେତ ୭ ଗିରଫ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ହେଲେଇ ଗାଁ ଡକାୟତି ଘଟଣାର ପର୍ଦାଫାସ ହୋଇଛି। ଧରାପଡ଼ିଛନ୍ତି ଅନ୍ତଃଜିଲ୍ଲା ଡକାୟତ ଦଳର ସଦସ୍ୟମାନେ। ସେମାନେ ରେଢ଼ାଖୋଲ, ନୟାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡକାୟତି କରିଥିବା କହିଛନ୍ତି ଏସଡିପିଓ ହାଡ଼ିବନ୍ଧୁ ସ୍ୱାଇଁ। ଏଥିରେ ନୟାଗଡ଼ର ୫ଜଣଙ୍କ ସମେତ ସମୁଦାୟ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ୨ ଶାବଳ, ୧ କେଜି ବାରୁଦ, କଳାମୁଖା, ୪ କଟୁରି, ହେଣ୍ଡ ଗ୍ଲୋବ, ୪୭ ଭରି ସୁନା, ନଗଦ ଅର୍ଥ ୭୧୧୦ ଟଙ୍କା ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe