କୁଚିଣ୍ଡା: କୁଚିଣ୍ଡା ଥାନା ଘୋଡାବାନ୍ଧୁଣି ବୁଲାଣିରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇଲା ଏକ ଅଟୋ ଓଲଟିଥିଲା ଏହାଫଳରେ ସେଥିରେ ଥିବା ୧୦ଯାତ୍ରୀଙ୍କ ମଧ୍ୟରୁ ୮ ଆହତ ଓ ୨ ଗୁରୁତର ହୋଇଛନ୍ତି। ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିବା ସୂଚନା ରହିଛି। ଚେରଙ୍ଗାମାଲରୁ କୁଚିଣ୍ଡା ଆସୁଥିବା ବେଳେ ଅଟୋ ଓଲଟିଥିଲା। ସମସ୍ତ ଆହତ ଓ ଗୁରୁତରଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us