ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ: ହତ୍ୟାକାଣ୍ଡ ସନ୍ଦେହ

Advertisment
ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ: ହତ୍ୟାକାଣ୍ଡ ସନ୍ଦେହ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ମହୁଲପାଲି ଥାନା ଜୟପୁରଗଡ ଗ୍ରାମରେ ସଦାନନ୍ଦ ଶବର(ରେଙ୍ଗଟୁ)ଙ୍କର ଏକ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ବୟସ ୪୦ବର୍ଷ ବୋଲି ଜଣାଯାଇଛି।  ମହୁଲପାଲି  ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ଦୁର୍ଘଟଣା କିପରି ଘଟିଲା ତାହା କେହି କହିପାରୁନଥିବା କୁହାଯାଉଛି। ତେବେ ସଦାନନ୍ଦ ସାଇକେଲରେ ଛନ୍ଦି ହୋଇ ରହିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ମଧ୍ୟ ଏ ଅଞ୍ଚଳରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe