ମାଁ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ମନ୍ଦିରରେ ଭିଡ଼

ମାଁ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ ପାଇଁ ମନ୍ଦିରରେ ଭିଡ଼

ସମ୍ବଲପୁର : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଆଜି ଭକ୍ତମାନଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି। ଧବଳମୁଖୀ ବେଶକୁ ଗଙ୍ଗାଦର୍ଶନ ବେଶ କହାଯାଇଥାଏl  ଏହି ବେଶରେ ମାଁ'ଙ୍କ ଦର୍ଶନ କଲେ ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି। ତେଣୁ, ଆଜି ସକାଳ ୫ଟାରୁ ଦର୍ଶନ ପାଇ ଭକ୍ତଙ୍କ ଭିଡ଼ ଲାଗି ରହିଛି।

publive-image

ଭିଡ଼କୁ ଦୃଷ୍ଟିରେ ରଖି ଆଜି ମନ୍ଦିର ଭିତରକୁ ନଡ଼ିଆ, ଦୀପ, ଧୂପ ନେଇ ପୂଜାର୍ଚ୍ଚନା କରିବାକୁ ବାରଣ କରାଯାଇଥିବା ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ଦେଇଛନ୍ତି। ଏହା ଦ୍ବାରା ଭକ୍ତମାନେ ମାଁ'ଙ୍କ ଶୀଘ୍ର ଓ ସୁବିଧାରେ ଦର୍ଶନ କରିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe