ସମ୍ବଲପୁର ଭିମସାରରେ ଅଗ୍ନିକାଣ୍ଡ : ୪୦ ମିନିଟ ଧରି ଅନ୍ଧାରରେ ହନ୍ତସନ୍ତ ହେଲେ ରୋଗୀ

Advertisment
୧୫ରୁ ଭୀମସାର୍‌ରେ ହେବ ନମୁନା ପରୀକ୍ଷା: ସଚିବ

ସମ୍ବଲପୁର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ (ଭିମସାର)ରେ ଆଜି ବିଦ୍ୟୁତ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଛି । କାର୍ଡିଓଲୋଜୀ ବିଭାଗ ନିକଟସ୍ଥ ଜେନେରେଟର ରୁମରୁ ସର୍ଟ ସର୍କିଟ ହୋଇ ନିଆଁ ବ୍ୟାପିିଥିଲା । ଏହା ଫଳରେ ସଂପୂର୍ଣ୍ଣ ମେଡିକାଲ କଲେଜଟି ୪୦ ମିନିଟ ପର୍ଯ୍ୟନ୍ତ ଅନ୍ଧକାରରେ ଥିଲା । ଏହାଫଳରେ ରୋଗୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେବେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଖବର ହସ୍ତଗତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe