ଯୁଜୁମରା ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଭିତରେ ଗୁଳିକାଣ୍ଡ, ଯବାନ ଗୁରୁତର

Advertisment
ଯୁଜୁମରା ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଭିତରେ ଗୁଳିକାଣ୍ଡ, ଯବାନ ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଯୁଜୁମରାରେ ଗୁଳିକାଣ୍ଡ ଘଟିବାରୁ ଜଣେ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆର୍‌ପିଏଫ୍‌) ଯବାନ ଗୁରୁତର ଆହତ ହୋଇଛନ୍ତି। ଯବାନଙ୍କୁ ଏବେ ଗୁରୁତର ଅବସ୍ଥାରେ ଯୁଜୁମରାରୁ ବୁର୍ଲା ହସ୍ପିଟାଲ୍‌ ଅଭିମୁଖେ ନିଆଯାଉଛି। ଯବାନଙ୍କ ଦେହରେ ୩ ରାଉଣ୍ଡ୍‌ ଗୁଳି ବାଜିଥିବା କୁହାଯାଉଛି।

ଯୁଜୁମରାର ସିଆର୍‌ପିଏଫ୍‌ କ୍ୟାମ୍ପ ଭିତରେ ଏହି ଗୁଳିକାଣ୍ଡ ଘଟିଥିଲା। ଅପରାହ୍ନ ପ୍ରାୟ ୩ଟା ସମୟରେ କ୍ୟାମ୍ପ ଭିତରୁ ଗୁଳିଚାଳନା ଶବ୍ଦ ହୋଇଥିଲା। ତେବେ, ଏହି ଗୁଳିକାଣ୍ଡ କିଏ ଘଟାଇଛି କିମ୍ବା ଏହା ଏକ ମିସ୍‌ ଫ୍ୟାୟାରିଂ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe