ଟ୍ରେନ୍‌ ସମ୍ମୁଖକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

‌‌ଟ୍ରେନ୍‌ରେ ଆତସବାଜି, ଫଟକା ମନା, ପରିବହନ ରୋକିବାକୁ ପୂର୍ବତଟ ରେଳପଥର ଅଭିଯାନ

Image Courtesy of The Tribune

ସମ୍ବଲପୁର : ଗୋଡ଼ଭଗା-ହୀରାକୁଦ ଷ୍ଟେସନ ମଧ୍ୟସ୍ଥ ରେଳ ଲାଇନ୍‌ରେ ଟ୍ରେନ୍‌ ସମ୍ମୁଖକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଜଣଙ୍କ ହେଲେ ବରଗଡ଼ ଜିଲ୍ଲା ଅତାବିରା ଥାନା ଟାଙ୍ଗରପଡ଼ାର ଆକାଶ ମହାନନ୍ଦ(୩୦)। ସମ୍ବଲପୁର ଜିଆର୍‌ପି ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକାଶଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ କେଉଁ କାରଣରୁ ଆକାଶ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe