ପାୱାର କେନାଲରେ ଭାସି ଯାଇ ବୃୃଦ୍ଧ ନିଖୋଜ

Advertisment
ପାୱାର କେନାଲରେ ଭାସି ଯାଇ ବୃୃଦ୍ଧ ନିଖୋଜ

ବୁର୍ଲା: ଆଜି ଗାଧୋଇ ଯାଇଥିବା ବେଳେ ହରିହର ସାହୁ (୬୨) ବର୍ଷ ବୟସ୍କ ଜଣେ ବ୍ୟକ୍ତି ବୁର୍ଲା ସହର ବିଷ୍ଣୁ ମନ୍ଦିର ପଡାସ୍ଥିତ ପାୱାର କେନାଲରେ ଭାସି ଯାଇ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ବହୁତ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କୁ ଠାବ କରି ପାରି ନ ଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe