ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ମହାନଦୀ ସୁରକ୍ଷା ପାଇଁ ମହାଆଳତି

ସମ୍ବଲପୁର :‘ଛତିଶଗଡ଼ ସରକାରକୁ ସଦ୍‌ବୁଦ୍ଧି ଦିିଅ ଆଉ ଓଡ଼ିଶାକୁ ସୁରକ୍ଷା।’ ଗୁରୁବାର ସନ୍ଧ୍ୟାରେ ସମ୍ବଲପୁର ମାରଓ୍ଵାଡ଼ିପଡ଼ା ଘାଟରେ ମହାନଦୀରେ ମହାଆଳତି ବେଳେ ଏଭଳି ପ୍ରାର୍ଥନା କରାଯାଇଛି। ଏହି ମହାଆଳତିରେ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ବହୁ ବିଜେଡି ନେତା ଓ ସମ୍ବଲପୁରର ହଜାର ହଜାର…
ଅଧିକ ଖବର ଦେଖନ୍ତୁ...

‘ମହାନଦୀ ସୁରକ୍ଷା ମହାସଂଗ୍ରାମ’ ଅଭିଯାନ : ବିଜେଡ଼ି ପକ୍ଷରୁ ସମ୍ବଲପୁରରେ ହେଲା ମହାନଦୀ ଆଳତୀ

ସମ୍ବଲପୁର : ଛତିଶଗଡ଼ ସରକାର ମହାନଦୀରେ ବ୍ୟାରେଜ୍‌ ନିର୍ମାଣ କରି ଓଡ଼ିଶାକୁ ପାଣି ଛାଡୁନଥିବା ବେଳେ ଓଡ଼ିଶାରେ ମହାନଦୀ ଶୁଖିଲା ପଡିଛି। ଏହାକୁ ନେଇ ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ଗତକାଲି ଝାରସୁଗୁଡା ଜିଲ୍ଲା ସୁଖାସୋଢ଼ା ଓ ବରଗଡ଼ ଜିଲ୍ଲା ଚିଖିଲିରୁ ବିଜେଡ଼ି ଆରମ୍ଭ କରିଛି ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ଲୁଟ୍‌ ଅଭିଯୋଗରେ ୪ ଗିରଫ

ସମ୍ବଲପୁର: ରବିବାର ରାତିରେ ଭତରା ବେତରାପଡ଼ାଠାରେ ମୋବାଇଲ ଫୋନ ଓ ଟଙ୍କା ଲୁଟ୍‌ ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ବେତରାପଡ଼ାର ଅମର ଗୁରୁ (୨୧), ଭିକାରୀ ବେହେରା (୧୮), ଅଭିଷେକ ଗୁରୁ (୧୮) ଏବଂ ରୂପେଶ ଗୁରୁ (୧୮)। ରବିବାର ରାତି ୧୧ଟା ୩୦ରୁ ୧୨ଟା ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ସାବିତ୍ରୀ ଦିନ ଅଘଟଣ: ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀଙ୍କ ପ୍ରାଣଗଲା

ସମ୍ବଲପୁର: ସାବିତ୍ରୀ ଅମାବାସ୍ୟା ଦିନ ପତିଙ୍କ ଦୀର୍ଘ ଜୀବନ କାମନା କରି ପତ୍ନୀ ବ୍ରତ ରଖିଥାନ୍ତି। କିନ୍ତୁ ସମ୍ବଲପୁରରେ ସାବିତ୍ରୀ ବ୍ରତ ଦିନ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ପତି ବୃନ୍ଦାବନ ପ୍ରଧାନ(୪୫) ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। ବରିଷ୍ଠ ସହାୟକ ଭାବେ ଉତ୍ତରାଂଚଳ ଆର୍‌ଡିସିଙ୍କ…
ଅଧିକ ଖବର ଦେଖନ୍ତୁ...

ସାବିତ୍ରୀ ବ୍ରତରେ ବିଦ୍ୟୁତ ଆଘାତରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସମ୍ବଲପୁର:ସମ୍ବଲପୁର କମିସନର କଲୋନିରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାବିତ୍ରୀ ଅମବାସ୍ୟାରେ ଆଜି ସମଗ୍ର ରାଜ୍ୟରେ ପତ୍ନୀମାନେ ସାବିତ୍ରୀ ବ୍ରତ ପାଳନ କରି ସ୍ୱାମୀମାନଙ୍କ ଦୀର୍ଘ ଜୀବନ କାମନା କରୁଥିବା ବେଳେ ଏହି ଦିନରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ ହରାଇଥିବାର ଦୁଃଖଦ ଘଟଣା…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଡ୍ୟାମରେ ଭିସୁଟ୍‍ ଛାତ୍ର ନିଖୋଜ

ବୁର୍ଲା : ହୀରାକୁଦ ଡ୍ୟାମରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଆର୍କିଟେକ୍‍ ସ୍ନାତକ ୩ୟ ବର୍ଷର ଜେ. ସୂର୍ୟ୍ୟା ଗେପାଲ (୧୮) ନାମକ ଛାତ୍ର ନିଖୋଜ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି ପରେ ମଧ୍ୟ ପତ୍ତା ମିଳିନାହିଁ। ଭୋଜି କରିବାକୁ ଯାଇ ସେଠାରେ…
ଅଧିକ ଖବର ଦେଖନ୍ତୁ...

ଶ୍ରେୟସ ର‍୍ୟାଗିଂ ଓ ହତ୍ୟା ମାମଲା : ଆନ୍ଧ୍ର ପୁଲିସ୍‌ର ଚାର୍ଜସିଟ୍‌ ଦାଖଲ

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଗାଁର ବହୁଚର୍ଚିତ ଶ୍ରେୟସ ର‍୍ୟାଗିଂ ଓ ହତ୍ୟା ମାମଲାରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ପୁଲିସ ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଥିବା ଜଣାପଡ଼ିଛି। ଶୈଳେସ କେଶରଓ୍ଵାନୀଙ୍କ ପୁଅ ଶ୍ରେୟସ ବିଶାଖାପାଟଣାର ଶ୍ରୀଚୈତନ୍ୟ ଇନଷ୍ଟିଚ୍ୟୁଟ୍‌ର…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ରର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍‌ରେ ରବିବାର ଅପରାହ୍ନରେ ଜଣେ ଇଞ୍ଜିନିୟରିଂ ଛାତ୍ର ବୁଡ଼ି ଯିବା ହେତୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଇଞ୍ଜିନିୟରିଂ ଛାତ୍ରଙ୍କ ନାମ ସୂର୍ଯ୍ୟ ଗୋପାଲ , ବୟସ ୧୮ବର୍ଷ ଏବଂ ଘର ବ୍ରହ୍ମପୁରର ଖସ୍ତା ସାହିରେ ବୋଲି ଜଣାପଡ଼ିଛି। ସେ ବୀର ସୁରେନ୍ଦ୍ର ସାଏ…
ଅଧିକ ଖବର ଦେଖନ୍ତୁ...

ଇଚ୍ଛା ମୃତ୍ୟୁ ମାଗିଥିଲେ, ଶେଷରେ ଆଖି ବୁଜିଲେ

ସମ୍ବଲପୁର : ଇଚ୍ଛା ମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କଠାରେ ଆବେଦନ କରିଥିବା ହାଡ଼ୁ ପଟ୍ଟନାୟକ ଶେଷରେ ଆଖି ବୁଜିଛନ୍ତି। ସମ୍ବଲପୁର ହୀରାକୁଦ କଲୋନି ପାଖ ବସ୍ତିରେ ରହୁଥିବା ହାଡ଼ୁ ଗତ ୧୦ ଏପ୍ରିଲରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ। ‘ମୃତ୍ୟୁ ଦିଅ, ମତେ ଜୀବନ ଯନ୍ତ୍ରଣାରୁ ମୁକ୍ତି ଦିଅ’ ବୋଲି…
ଅଧିକ ଖବର ଦେଖନ୍ତୁ...

ଡମ୍ପର ଚୋରି: ବାବୁ କଂକ୍‌କୁ ଉଠାଇ ନେଲା କେନ୍ଦୁଝର ପୁଲିସ୍‌

ସମ୍ବଲପୁର: ଡମ୍ପର ଚୋରି ଅଭିଯୋଗରେ କେନ୍ଦୁଝର ପୁଲିସ ସରଲା ନିବାସୀ ବାବୁ କଂକ ନାମକ ଜଣେ ବ୍ୟକ୍ତିକୁ ଉଠାଇ ନେଇଛି। କେନ୍ଦୁଝର ପୁଲିସର ଏକ ଦଳ ସମ୍ବଲପୁର ଆସି ଶୁକ୍ରବାର ବାବୁ କଂକ୍‌କୁ ତା’ର ପଧାନପାଲିସ୍ଥିତ ଆଡ୍‌ଡାରୁ ଗିରଫ କରିଥିଲା। ବାବୁ ନିକଟରୁ ଚୋରି ଡମ୍ପର ସମେତ ଏକାଧିକ ଚୋରି…
ଅଧିକ ଖବର ଦେଖନ୍ତୁ...