ସମ୍ବଲପୁର: ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ ଗୁରୁବାର ଗିରଫ କରିଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ ଜୟନାରାୟଣ ମିଶ୍ର ସମେତ ୧୪ଜଣ ବିଜେପି କର୍ମୀ ଗିରଫ ହୋଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିବା ଆଶାରେ ଜୟନାରାୟଣ ଗିରଫ ହୋଇଥିବା ଜଣାପଡ଼ିଛି।
ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଗିରଫ
Advertisment
Follow Us