ଟ୍ରକରେ ଲାଗିଗଲା ନିଆଁ, କାରଣ ଅସ୍ପଷ୍ଟ

Advertisment
ଟ୍ରକରେ ଲାଗିଗଲା ନିଆଁ, କାରଣ ଅସ୍ପଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟଛି। ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ଥାନା ଅନ୍ତର୍ଗତ ଜାମଟାଲ ନିକଟରେ ଆଜି ସକାଳେ ଏକ ଟ୍ରକରେ ନିଆଁ ଲାଗି ଯାଇଥିଲା। ଯୁଯୁମୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। ତେବେ କେଉଁ ପରିସ୍ଥିତିରେ ଅଗ୍ନକାଣ୍ଡ ଘଟିଲା ସେ ନେଇ ସ୍ପଷ୍ଟ ସୂଚନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe