ରେଢ଼ାଖୋଲ: ଝିଅର ପାଠପଢ଼ା ପାଇଁ ଆବଶ୍ୟକ କାଗଜପତ୍ର ଦସ୍ତଖତ ପାଇଁ ଯାଉଥିବା ରାସ୍ତାରେ ମା’ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ରେଢ଼ାଖୋଲ -ଅନୁଗୁଳ ରାଜପଥରେ ବେତଗଡ଼ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଖର୍ସାଲି ଗ୍ରାମର ଯମୁନା ମୁଣ୍ଡା (୫୨)। ଏଣେ ଗ୍ରାମବାସୀମାନେ କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି।
ସଡ଼କ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ, ରାସ୍ତାରୋକ କଲେ ଗ୍ରାମବାସୀ
Advertisment
Follow Us