ଟ୍ରେନ ଧକ୍କାରେ ମହିଳା ମୃତ

ଟ୍ରେନ ଧକ୍କାରେ ମହିଳା ମୃତ

ଯୁଯୁମୁରା: ଟ୍ରେନ ଧକ୍କାରେ ଶୁକ୍ରବାର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ। ଭବାନୀପାଲି ନିକଟରେ କୌଣସି ଏକ ଟ୍ରେନ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ଜିଆରପି କି ପୁଲିସ୍ ଏଯାଏଁ ପହଞ୍ଚି ନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe