ସମ୍ବଲପୁର: ବାମରା ଗୋବିନ୍ଦପୁର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରି ଗର୍ଭବତୀ କରିବା ଘଟଣାରେ ଅଭିଯୁକ୍ତ ନାବାଳକର ଜାମିନ କିଶୋର ନ୍ୟାୟ ବୋର୍ଡରେ ନାମଞ୍ଜୁର ହୋଇଛି। ପିଟିସନ ଦାଖଲ ପରେ ବୁଧବାର ଉକ୍ତ ମାମଲାର ଶୁଣାଣି ହୋଇଥିଲା। ଗୁରୁବାର ଜାମିନ ନାମଞ୍ଜୁର କରି କିଶୋର ନ୍ୟାୟ ବୋର୍ଡର ଭାରପ୍ରାପ୍ତ ପ୍ରମୁଖ ମାଜିଷ୍ଟ୍ରେଟ୍ ପ୍ରଶାନ୍ତ ପାଢ଼ୀ ତାକୁ ରାଉରକେଲାସ୍ଥିତ ସ୍ବଧାର ଗୃହକୁ ପଠାଇ ଦେଇଛନ୍ତି।
ମହିଳାଙ୍କୁ ଦୁଷ୍କର୍ମ ମାମଲା ନାବାଳକର ଜାମିନ ନାମଞ୍ଜୁର
Advertisment
Follow Us