Advertisment

Woman robbing woman: ମଉକା ଦେଖି ମହିଳାଙ୍କୁ ଲୁଟୁଥିଲେ ମହିଳା

Advertisment

ମଉକା ଦେଖି ମହିଳାଙ୍କୁ ଲୁଟୁଥିଲେ ମହିଳା | ମହିଳାଙ୍କ ଭିଡ଼ ଦେଖି ଗାୟବ କରୁଥିଲେ ସୁନା ଚେନ |୬ ଜଣିଆ ଅନ୍ତଃରାଜ୍ୟ ଛିନତାଇ ଦଳକୁ ଧରିଲା ସମ୍ବଲପୁର ପୁଲିସ | ମିଳିଥିବା ସୂଚନା ମୁତାବକ ଭିଡ଼ ସମୟରେ ସମଲେଶ୍ୱରୀ ମନ୍ଦିରରେ ମହିଳାମାନଙ୍କୁ ଟାର୍ଗେଟ କରି ସୁନା ଗହଣା ଲୁଟୁଥିବା ଅନ୍ତଃରାଜ୍ୟ ଛିନତାଇ ଦଳକୁ ପୁଲିସ ଧରିଛି |

WhatsApp Image 2026-03-05 at 12.03.03

ସମ୍ବଲପୁର: ମଉକା ଦେଖି ମହିଳାଙ୍କୁ ଲୁଟୁଥିଲେ ମହିଳା | ମହିଳାଙ୍କ ଭିଡ଼ ଦେଖି ଗାୟବ କରୁଥିଲେ ସୁନା ଚେନ |୬ ଜଣିଆ ଅନ୍ତଃରାଜ୍ୟ ଛିନତାଇ ଦଳକୁ ଧରିଲା ସମ୍ବଲପୁର ପୁଲିସ | ମିଳିଥିବା ସୂଚନା ମୁତାବକ ଭିଡ଼ ସମୟରେ ସମଲେଶ୍ୱରୀ ମନ୍ଦିରରେ ମହିଳାମାନଙ୍କୁ ଟାର୍ଗେଟ କରି ସୁନା ଗହଣା ଲୁଟୁଥିବା ଅନ୍ତଃରାଜ୍ୟ ଛିନତାଇ ଦଳକୁ ପୁଲିସ ଧରିଛି |

ସମସ୍ତ ଅଭିଯୁକ୍ତ ରାଜ୍ୟ ବାହାରର ହୋଇଥିବାବେଳେ ୫୦ ଗ୍ରାମ ସୁନା, ୬୨ ହଜାର ନଗଦ ଟଙ୍କା, ୩ଟି ମୋବାଇଲ ଫୋନ, ଶହେରୁ ଅଧିକ ରିଙ୍ଗ ଷ୍ଟୋନ ଜବତ କରାଯାଇଛି | ବାଲିଯାତ୍ରା, ଧନୁଯାତ୍ରା, ମାଘମେଳାରେ ଏହି ଗ୍ରୁପ ସକ୍ରିୟ ଥିବାବେଳେ ୧୨ ବର୍ଷ ହେଲା ବିଭିନ୍ନ ରାଜ୍ୟରେ ଚେନ ଲୁଟୁଥିଲେ | ଏମାନଙ୍କୁ ପୁଲିସ ଧରିଥିବାବେଳେ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe