ହାତୀ ଆକ୍ରମଣରେ ଯୁବକ ଗୁରୁତର

ଶୋଇଥିବା ବେଳେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

symbolic pic

ଯୁଯୁମୁରା: ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ମୁଣ୍ଢେର ବିଟ୍ ଅନ୍ତର୍ଗତ ମୁଣ୍ଢେର - ଡୁମେରଚୁଆଁ ସଂରକ୍ଷିତ ଜଙ୍ଗଲରେ ବୁଧବାର ଦିନ ପ୍ରାୟ ୮ଟା ବେଳେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣକ ହେଲେ ମୁଣ୍ଢେର ଗ୍ରାମର ରାଜୁ ନାଏକ(୪୦)। ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାଜୁଙ୍କୁ ସମ୍ୱଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ରାଜୁ ହାତୀ ଆକ୍ରମଣର ଶିକାର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe