ଜବରଦଖଲ ଉଚ୍ଛେଦ: ସମ୍ବଲପୁର ମୋତିଝରଣ ଛକରେ ୧୬୩ ଧାରା ଜାରି

ସମ୍ବଲପୁରରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ମୋତିଝରଣ ଛକରେ ଜବରଦଖଲ ଉଚ୍ଛେଦ କରାଯାଉଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋତିଝରଣ ଛକଠାରୁ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି...

eviction

eviction

ସମ୍ବଲପୁର: ସମ୍ବଲପୁରରେ ପୁଣି ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ମୋତିଝରଣ ଛକରେ ଜବରଦଖଲ ଉଚ୍ଛେଦ କରାଯାଉଛି। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋତିଝରଣ ଛକଠାରୁ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି। 

ସମ୍ବଲପୁରର ଭୂତାପଡ଼ା ଛକରୁ ଧନକଉଡା ପର୍ଯ୍ୟନ୍ତ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଚାଲିଛି । ବାରମ୍ବାର ତାଗିଦ୍ ସତ୍ତ୍ବେ ଜବରଦଖଲ ନ ହଟିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଅଧିକ ପଢ଼ନ୍ତୁ: ଡ୍ରେସିଂ ରୁମ୍ କଥା ବାହାରକୁ ଯିବା ଉଚିତ୍ ନୁହେଁ: ନୀରବତା ଭାଙ୍ଗିଲେ ଗମ୍ଭୀର

ଜବରଦଖଲ ଉଚ୍ଛେଦ କାର୍ଯ୍ୟରେ ୨ ଅତିରିକ୍ତ ଏସ୍‌ପି, ୨ ଏସ୍‌ପିଡିଓ, ୫ ଥାନା ଅଧିକାରୀ, ୨୦ରୁ ଅଧିକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି ।  

ଅଧିକ ପଢ଼ନ୍ତୁ: ଜାନୁଆରିରେ ପଶ୍ଚିମାଝଡ଼: ବର୍ଷା ପରିମାଣ ବଢ଼ିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe