ସପ୍ତାହାନ୍ତ ସଟଡାଉନ କଡ଼ାକଡ଼ି ପାଳନ ପାଇଁ ରାଉରକେଲାରେ ଯାଞ୍ଚ କଡ଼ାକଡ଼ି

ସପ୍ତାହାନ୍ତ ସଟଡାଉନ କଡ଼ାକଡ଼ି ପାଳନ ପାଇଁ ରାଉରକେଲାରେ ଯାଞ୍ଚ କଡ଼ାକଡ଼ି

ରାଉରକେଲା: ଇସ୍ପାତ ସହରରେ ସପ୍ତାହାନ୍ତ ସଟଡାଉନର କଡ଼ା ପାଳନ ପାଇଁ ବ୍ୟାପକ ଯାଞ୍ଚ କରାଯାଉଛି। ସହରର ବିଭିନ୍ନ ଛକରେ ଯାତ୍ରୀମାନଙ୍କ ଯାଞ୍ଚ ହେଉଛି। ଯାତ୍ରୀମାନଙ୍କୁ ଅଟକାଇ ସେମାନଙ୍କର ଗନ୍ତବ୍ୟ ସ୍ଥଳ, ଘରୁ ବାହାରିବାର କାରଣ ଆଦି ବିଷୟରେ ପଚରାଉଚରା କରାଯାଉଛି। ତେବେ ବିନା କାରଣରେ ଘରୁ ବାହାରୁଥିବା ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe