କୋରାପୁଟ: ମାଓକ୍ୟାମ୍ପରୁ ବନ୍ଧୁକ, ଡିଟୋନେଟର ଜବତ କଲା ବିଏସଏଫ

Advertisment
କୋରାପୁଟ: ମାଓକ୍ୟାମ୍ପରୁ ବନ୍ଧୁକ, ଡିଟୋନେଟର ଜବତ କଲା ବିଏସଏଫ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ ମାଛକୁଣ୍ଡ ଥାନା ଅନ୍ତର୍ଗତ ଚିଲିବା ଜଙ୍ଗଲରେ ଗତକାଲି ରାତିରେ ବିଏସଏଫ ଜବାନମାନେ କମ୍ବିଂ ଅପରେସନ୍‌ ଚଳାଇଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ କରିଛନ୍ତି। ବିଏସଏଫ ଜବାନମାନେ କ୍ୟାମ୍ପ ନିକଟରେ ପହଞ୍ଚିବା ପୂର୍ବରୁ ମାଓବାଦୀମାନେ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ସେଠାରୁ ବିଏସଏଫ କମ୍ବିଂ ଅପରେସନ୍‌ ଟିମ୍‌ ୨ଟି ଏସଏଲଆର ବନ୍ଧୁକ, ୯ଟି ଡିଟୋନେଟର, ବିପୁଳ ପରିମାଣର ଇଲେକ୍ଟ୍ରିକ୍‌ ତାର, ମାଓବାଦୀଙ୍କ ପୋଷାକ, ଔଷଧ ଓ ମାଓ ପୁସ୍ତିକା ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe