ସାପ କାମୁଡ଼ାରେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ

Advertisment
ସାପ କାମୁଡ଼ାରେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ

image source--sisat

ପାଇକସାହି (ଅନୁଗୁଳ): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଭୋଗରା ଗ୍ରାମରେ ଗୁରୁବାର ରାତି ସାପ କାମୁଡ଼ାରେ ମିଥୁନ ବେହେରାଙ୍କ ୪ ବର୍ଷର ଝିଅ ବର୍ଖା ବେହେରାଙ୍କର ମୃତ୍ୟୁ ହୋଇଛି । ଏନେଇ ପୁଲିସ କହିଛି, ବର୍ଖା ଶୋଇଥିବା ବେଳେ ଏକ ବିଷଧର ସାପ ତାଙ୍କର କାନକୁ କାମୁଡ଼ି ଦେଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe