ସାପ କାମୁଡ଼ାରେ ମହିଳା ମୃତ

Advertisment
ବିଏସ୍‌ଏଫ୍ ଯବାନଙ୍କୁ କାମୁଡ଼ିଲା ସାପ, ଡାକ୍ତରଖାନାରେ ଭର୍ତ୍ତି

iStock

କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ ବୁଢ଼ୀପଦର ଗ୍ରାମରେ ସାପ କାମୁଡ଼ାରେ ଲକ୍ଷ୍ମୀ ସାହୁ (୪୮)ଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ଲକ୍ଷ୍ମୀ ଘର ବାରଣ୍ଡାରେ ଝାଡ଼ୁ ମାରୁଥିବା ବେଳେ ଏକ ନାଗ ସାପ ତାଙ୍କୁ ଗୋଡ଼କୁ କାମୁଡ଼ି ଦେଇଥିଲା। ଲକ୍ଷ୍ମୀଙ୍କୁ ପରିବାର ଲୋକେ ସଂଗେ ସଂଗେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe