ଗଣତି ସମୟରେ ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗ, କର୍ମଚାରୀଙ୍କୁ ପଚରାଉଚରା

Advertisment
ସୁଦର୍ଶନ ଦାରୁପୀଠରେ ନିର୍ମାଣ ହେବ ୭୧ ଫୁଟ୍‌ ଉଚ୍ଚତାର ଜଗନ୍ନାଥ ମନ୍ଦିର

ପୁରୀ: ଗତ କାଲି ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଗଣତି ଚାଲିଥିଲା ସମୟରେ ଜଣେ କର୍ମଚାରୀ ହୁଣ୍ଡିରୁ ଟଙ୍କା ଚୋରି କରି ନେଇଥିବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ସେ ଧରିଥିବା ଟଙ୍କାକୁ ପୁଣିଥରେ ହୁଣ୍ଡିରେ ପକାଇ ଦେଇଥିଲେ। ତେବେ ସେ ସମସ୍ତ ଟଙ୍କା ହୁଣ୍ଡିରେ ନପକାଇ ପାଖାପାଖି ୨୨,୦୦୦ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ସିସିଟିଭି କ୍ୟାମେରା ଯାଞ୍ଚ କରାଯିବା ସହିତ ଏହି ଚୋରି ଘଟଣାର ତଦନ୍ତ ପାଇଁ ମନ୍ଦିର ଆଇଟି ମୁଖ୍ୟଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe