୩୬୫ ଅକ୍ସିଜେନ ସିଲଣ୍ଡର ଗଚ୍ଛିତ: ଆଉ ୪୦୦ଯୋଗାଇବା ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ

Advertisment
ଅମ୍ଳଜାନ ସଙ୍କଟକୁ ନେଇ କେନ୍ଦ୍ରକୁ ଅଦାଲତ ଅବମାନନା ଚେତାବନୀ ଦେଲେ ଦିଲ୍ଲୀ ହାଇକୋର୍ଟ

ଜୟପୁର: କରୋନା ସଂକ୍ରମଣରେ ଗୁରୁତର ହୋଇ ଅକ୍ସିଜେନ୍ ଅଭାବରୁ ଲୋକେ ପୋକ ମାଛି ଭଳି ମରୁଛନ୍ତି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ନିକଟରେ ଏବେ ୩୬୫ଟି ଓକ୍ସିଜେନ୍ ସିଲଣ୍ଡର ଗଚ୍ଛିତ ଥିବା ବେଳେ ଆଉ ୪୦୦ସିଲିଣ୍ଡର ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି ସିଡିଏମଓ ଡ.ମକରନ୍ଦ ବେଉରା।

ସେଭଳି କନସିଡେରେଟଡ୍ ଅକ୍ସିଜେନ୍ ୭୨ଟି ରହିଥିବା ବେଳେ ଆଉ ୧୫୦ଟି ଦେବାକୁ ଅନୁରୋଧ କରାଯାଇଛି। ସେଭଳି ଏସଏଲଏନ୍ ମେଡିକାଲ କଲେଜରେ ୫୦୦ସିଲଣ୍ଡର, କୋଭିଡ୍ ହସ୍ପିଟାଲ, କୋଭିଡ କେୟାର ବି ପର୍ଯ୍ୟାପ୍ତ ପରିମାଣର ସିଲଣ୍ଡର ଗଚ୍ଛିତ ରହିଛି ବୋଲି କହିଛନ୍ତି ସିଡିଏମଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe