ଭଦ୍ରକ: କଲେଜ ନିର୍ବାଚନକୁ ନେଇ ଭୁଜାଲି ମାଡ଼ରେ ଛାତ୍ର ଆହତ

Advertisment
ଭଦ୍ରକ: କଲେଜ ନିର୍ବାଚନକୁ ନେଇ ଭୁଜାଲି ମାଡ଼ରେ ଛାତ୍ର ଆହତ

ଭଦ୍ରକ: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଆଜି ଅଶାନ୍ତ ହୋଇ ଉଠିଛି କଲେଜ ପରିସର। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏହି ଗଣ୍ଡଗୋଳ ବେଳେ ବିଶ୍ୱଜିତ ସ୍ୱାଇଁ ନାମକ ଜଣେ ଛାତ୍ର ଭୁଜାଲି ମାଡ଼ରେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଆକ୍ରମଣକାରୀ ଛାତ୍ରଙ୍କୁ ଗିରଫ କରିବା ଦାବିରେ କେତେକ ଛାତ୍ର କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe