ଲଛିପୁର: ସୋନପୁର ଜିଲ୍ଲା ଲଛିପୁର ବାରପାହାଡ଼ ଜଙ୍ଗଲରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବନାଞ୍ଚଳ ଅଧିକାରୀ ରଂଜନ ମହାନ୍ତି, ବନପାଳ ଅଧିକାରୀ ବିନୋଦ ବିହାରୀ ସାହୁ, ବନରକ୍ଷକ ସୁଜ୍ଞାନୀ ମିଶ୍ର, ବସଲାଟ ବିଟ୍ର ପ୍ରବୀଣ ରଥ, ବିଶାଲପାଲି ବିଟ୍ର ସ୍ତିତା ଷଡ଼ଙ୍ଗୀ ଏବଂ ବାଦିପଡ଼ିଆ ବିଟର କର୍ମଚାରୀ ଏଥିରେ ସାମିଲ ହୋଇଥିଲେ। ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବନ ଅଧିକାରୀ ପ୍ରକାଶ କରିଛନ୍ତି।
ବାରପାହାଡ଼ ଜଙ୍ଗଲରେ ବାଘ ଗଣନା ଆରମ୍ଭ
Advertisment
Follow Us